ତାତିଲ୍ କରିବା Tātil karibā

  • ପ୍ରାଦେ. (ସମ୍ବଲପୁର) ବୈଦେ. କ୍ରି. — କଚେରୀଆଦିର କାମ ବନ୍ଦ କରିବା — To close a court or office
  • ପ୍ରାଦେ. (ସମ୍ବଲପୁର) ବୈଦେ. କ୍ରି. — (ଯଥା—ଜିଲ୍ଲା ହାକିମ ସନ୍ଧ୍ୟା 7 ଟାବେଳେ କଚିରି ତାତିଲ୍ କରି କୋଠିକୁ ଗଲେ ।) — (ଯଥା—ଜିଲ୍ଲା ହାକିମ ସନ୍ଧ୍ୟା7ଟାବେଳେ କଚିରି ତାତିଲ୍ କରି କୋଠିକୁ ଗଲେ )