ତାତ୍କାଳିକ Tātkāḻika

  • ସଂ. ବିଣ. (ତତ୍କାଳ+ଭବାର୍ଥେ. ଇକ) — ସେହି ସମୟରେ ଘଟିଥିବା; ତତ୍କାଳଭବ; ତତ୍କାଳୋତ୍ପନ୍ନ; ସେହି ସମୟର; ସମସାମୟିକ — Happening at that time; contemporary