ତାତ୍ସ୍ଥ୍ୟ Tātsthya

  • ସଂ. ବି. (ତତ୍ସ୍ଥ+ଭାବାର୍ଥେ. ଯ) — ଏକ ବସ୍ତୁ ମଧ୍ୟରେ ଅନ୍ୟ ବସ୍ତୁର ସ୍ଥିତି — The state of one thing being contained in another
  • ସଂ. ବି. (ତତ୍ସ୍ଥ+ଭାବାର୍ଥେ. ଯ) — ବ୍ୟଞ୍ଜନାତ୍ମକ ଅଳଙ୍କାରବିଶେଷ — A figure in rhetoric in which the container indicates the thing contained