ତାତୁଣିଆ Tātuṇiā

  • ଦେ ବିଣ. (ସଂ. ତପ୍ତ) — ତପ୍ତ; ଉତ୍ତପ୍ତ — Heated; hot; warm
  • ଦେ ବିଣ. (ସଂ. ତପ୍ତ) — ଯେଉଁ ବ୍ଯକ୍ତି ହଠାତ୍ ରାଗି ଯାଏ — Irritable; irascible; peevish