ତାଦାତ୍ମ୍ୟ Tādātmya

  • ସଂ. ବି. (ତଦାତ୍ମ= ଏକାତ୍ମ+ଭାବାର୍ଥେ. ଯ) — ଏକାତ୍ମତା; ଏକାତ୍ମଭାବ; ତତ୍ସ୍ୱରୂପତା; ଅଭେଦ — Identity; similarity