ତାଦର୍ଥ୍ୟ Tādarthya
- ସଂ. ବି. (ତଦର୍ଥ+ତନ୍ନିମିତ୍ତ+ଭାବାର୍ଥେ. ଯ) — ତଦର୍ଥତା; ଏକାଧିକ ବସ୍ତୁର ଉଦ୍ଦେଶ୍ୟ ଏକ ହୋଇ ଥିବା ଅବସ୍ଥା — Indentity of object
- ସଂ. ବି. (ତଦର୍ଥ+ତନ୍ନିମିତ୍ତ+ଭାବାର୍ଥେ. ଯ) — ଅଭେଦ; ତତ୍ସ୍ୱରୂପତା — Sameness; identity
- ସଂ. ବି. (ତଦର୍ଥ+ତନ୍ନିମିତ୍ତ+ଭାବାର୍ଥେ. ଯ) — (ତଦର୍ଥ=ସେହି ଅର୍ଥ+ଭାବାର୍ଥେ. ଯ)—ଦୁଇ ଶବ୍ଦ ବା ବାକ୍ୟର ଏକାର୍ଥ ବୁଝାଇବାର ଅବସ୍ଥା — Similarity or identity of meaning of two words or sentences