ତାତେ ତାତେ Tāte tāte

  • ଦେ. କ୍ରି. ବିଣ. (ସମୟବାଚକ ଦ୍ୱିତ୍ୱ ପ୍ରୟୋଗ) (ସଂ. ତପ୍ତ) — ଶୀତଳ ନ ହେଉଣୁଁ; ତାତି ଥାଉଁ ଥାଉଁ; ତାତିଲା ଥାଉଁ ଥାଉଁ — While hot; while still hot
  • ଦେ. କ୍ରି. ବିଣ. (ସମୟବାଚକ ଦ୍ୱିତ୍ୱ ପ୍ରୟୋଗ) (ସଂ. ତପ୍ତ) — (ଯଥା— ଲୁହାକୁ ତାତେ ତାତେ ନ ବାଡ଼େଇଲେ ତାହା ପିଟିଲେ ବଢ଼ିବ ନାହିଁ ।)