କାରଜ Kāraja

  • ଗ୍ରା. (ପ୍ରାଚୀନ ପଦ୍ଯ) ବି. (ସଂ.କାର୍ଯ୍ୟ) — କାର୍ଯ୍ୟ — Act; work; function
  • ଗ୍ରା. (ପ୍ରାଚୀନ ପଦ୍ଯ) ବି. (ସଂ.କାର୍ଯ୍ୟ) — ମନେ କରିବାର ତୁମ୍ଭର କାରଜୁଟି। କୃଷ୍ଣସିଂହ, ମହାଭାରତ, ବନ।
  • ଗ୍ରା. (ପ୍ରାଚୀନ ପଦ୍ଯ) ବି. (ସଂ.କାର୍ଯ୍ୟ) — ବ୍ଯବସାୟିକ କାର୍ଯ୍ୟ — Business
  • ଗ୍ରା. (ପ୍ରାଚୀନ ପଦ୍ଯ) ବି. (ସଂ.କାର୍ଯ୍ୟ) — ବିବାହ ବ୍ରତାଦି ସାମାଜିକ କାର୍ଯ୍ୟ — Ceremonial or social function
  • ଗ୍ରା. (ପ୍ରାଚୀନ ପଦ୍ଯ) ବି. (ସଂ.କାର୍ଯ୍ୟ) — ମୃତାହ; ଶୁଦ୍ଧିକ୍ରିୟା — Funeral rites
  • ଗ୍ରା. (ପ୍ରାଚୀନ ପଦ୍ଯ) ବି. (ସଂ.କାର୍ଯ୍ୟ) — ଆବଶ୍ୟକ — Necessity
  • ଗ୍ରା. (ପ୍ରାଚୀନ ପଦ୍ଯ) ବି. (ସଂ.କାର୍ଯ୍ୟ) — ସେ ଦୁହିଙ୍କି ପଡ଼ିଲେ କାରଜ। କୃଷ୍ଣସିଂହ, ମହାଭାରତ, ସଭା।
  • ସଂ. ବିଣ. (କରଜ + ଅ) — ନଖସମ୍ବନ୍ଧୀୟ — Of or relating to the finger nail (M.W.)
  • ସଂ. ବି — ଅଳ୍ପବୟସ୍କ ହାତୀ — A young elephant (M.W.)