କାରଣ Kāraḍa
- ସଂ. ବି. (କୃ ଧାତୁ ଣିଜନ୍ତ=କାରି ଧାତୁ+କରଣ. ଅନ) — କାର୍ଯ୍ୟର ହେତୁ; ନିମିତ୍ତ — Cause; reason; occasion; antecedent
- ସଂ. ବି. (କୃ ଧାତୁ ଣିଜନ୍ତ=କାରି ଧାତୁ+କରଣ. ଅନ) — ସମ୍ପତ୍ତି ସରିଲା ସେ କାରଣ ନ ପାଇଲେ। ସାରଳା, ମହାଭାରତ, ଉଦ୍ଯୋଗ।
- ସଂ. ବି. (କୃ ଧାତୁ ଣିଜନ୍ତ=କାରି ଧାତୁ+କରଣ. ଅନ) — [ଦ୍ର-ନ୍ଯାୟ ମତରେ କୌଣସି କାର୍ଯ୍ୟରେ ହେତୁ ବା କାରଣ ତିନି ପ୍ରକାର; ନିମିତ୍ତ କାରଣ, ସମବାୟୀ କାରଣ ଓ ଅସମବାୟୀ କାରଣ।]
- ସଂ. ବି. (କୃ ଧାତୁ ଣିଜନ୍ତ=କାରି ଧାତୁ+କରଣ. ଅନ) — ମୂଳବୀଜ; ମୂଳ ଯାହା ହେତୁରୁ କାର୍ଯ୍ୟ ଉତ୍ପନ୍ନ ହୁଏ — Root; cause; root
- ସଂ. ବି. (କୃ ଧାତୁ ଣିଜନ୍ତ=କାରି ଧାତୁ+କରଣ. ଅନ) — ଉଦ୍ଦେଶ୍ୟ — Motive; object
- ସଂ. ବି. (କୃ ଧାତୁ ଣିଜନ୍ତ=କାରି ଧାତୁ+କରଣ. ଅନ) — ପ୍ରୟୋଜନ; ଆବଶ୍ୟକତା — Necessity
- ସଂ. ବି. (କୃ ଧାତୁ ଣିଜନ୍ତ=କାରି ଧାତୁ+କରଣ. ଅନ) — ସଂସାର କାରଣେ ଜନେ ପୁରାଣରେ କହି। ବିଷ୍ଣୁକେଶରୀପୁରାଣ।
- ସଂ. ବି. (କୃ ଧାତୁ ଣିଜନ୍ତ=କାରି ଧାତୁ+କରଣ. ଅନ) — (+କରଣ. ଅନ)-ଇନ୍ଦ୍ରିୟ — Sense of action or perception
- ସଂ. ବି. (କୃ ଧାତୁ ଣିଜନ୍ତ=କାରି ଧାତୁ+କରଣ. ଅନ) — ଦେହ — Body
- ସଂ. ବି. (କୃ ଧାତୁ ଣିଜନ୍ତ=କାରି ଧାତୁ+କରଣ. ଅନ) — (କୃ ଧାତୁ+ଭାବ. ଅନ)—ବଧ — Killing; murder
- ସଂ. ବି. (କୃ ଧାତୁ ଣିଜନ୍ତ=କାରି ଧାତୁ+କରଣ. ଅନ) — (+ଭାବ. ଅନ)—ସର୍ଜ୍ଜନ — Creation
- ସଂ. ବି. (କୃ ଧାତୁ ଣିଜନ୍ତ=କାରି ଧାତୁ+କରଣ. ଅନ) — ତନୟ କାରଣ ଅର୍ଥେ ସ୍ୱାମୀକୁ ଜଣାଇ। ମହାଦେବ, ବିଷ୍ଣୁକେଶରୀପୁରାଣ ।