କାରକ Kāraka
- ସଂ. ବିଣ. (କୃ ଧାତୁ+ କର୍ତ୍ତୃ. ଅକ) — ଯେ କରେ ବା ଘଟାଏ; କାର୍ଯ୍ୟ କରୁଥିବା — (suffix to nouns) Making; acting; doing; causing; producing
- ସଂ. ବିଣ. (କୃ ଧାତୁ+ କର୍ତ୍ତୃ. ଅକ) — [ଦ୍ର—କରିବା ବା ଘଟାଇବା ଅର୍ଥରେ ଏହା ଅନ୍ଯ ବିଶେଷ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେଲେ ବିଶେଷଣ ପଦ ନିଷ୍ପନ୍ନ ହୁଏ। ଯଥା— ନିଦ୍ରାକାରକ, ସ୍ୱପ୍ନକାରକ, କ୍ଷତିକାରକ, କଳହକାରକ।]
- ସଂ. ବି — (ବ୍ୟାକରଣ) କ୍ରିୟାସହିତ ଯାହାର ଅନ୍ୱୟ ହୁଏ — (grammar) Case of a noun in a sentence
- ସଂ. ବି — [ଦ୍ର—କାରକ ଛଅ ଗୋଟି, ଯଥା—କର୍ତ୍ତା, କର୍ମ, କରଣ, ସଂପ୍ରଦାନ, ଅପାଦାନ ଓ ଅଧିକରଣ, 'ସମ୍ବନ୍ଧ' କାରକର ଅନ୍ତର୍ଗତ ନୁହେଁ, ଏହା ପଦ।]