କାୟୋଢ଼ଜ Kāyoṟḍ̠ẖaja

  • ସଂ. ବିଣ. ପୁଂ—(କାୟ+ଉଢ଼+ଜନ ଧାତୁ+ଅ) — ପ୍ରାଜାପତ୍ୟ ବିବାହସମ୍ଭୂତ (ସନ୍ତାନ) — (son). Born of a prajāpatya form of wedlock