କାୟୋବ୍ରତ Kāyobrata

  • ଗ୍ରା. ବି.—(ପ୍ରାଚୀନ ପଦ୍ଯ) (ସଂ. କାୟ+ବ୍ରତ) — ପରାର୍ଥେ ଶରୀରଦାନ ବା କଷ୍ଟଭୋଗ — Self sacrifice for others
  • ଗ୍ରା. ବି.—(ପ୍ରାଚୀନ ପଦ୍ଯ) (ସଂ. କାୟ+ବ୍ରତ) — କରି ପାରେ ଯେବେ ପର ଅର୍ଥେ କାୟୋବ୍ରତ। ମାଘପୁରାଣ।