କାରଖାନା Kārakhānā

  • ବୈଦେ. ବି. (ଫା. କାର୍ଖାନା) — ଯେଉଁଠାରେ କର୍ମ କରାଯାଏ; କାର୍ଯ୍ୟଶାଳା; କର୍ମଶାଳା; ଶିଳ୍ପଶାଳା — Factory; manufactory; workshop
  • ବୈଦେ. ବି. (ଫା. କାର୍ଖାନା) — ଆଡ଼ମ୍ବରମୟ କାର୍ଯ୍ୟ — A Function; a big affair or concern
  • ବୈଦେ. ବି. (ଫା. କାର୍ଖାନା) — ତୁନି କଥା ମଧ୍ୟରେ କେବେ କେବେ ଭାରି କାରଖାନା ଥାଏ। ଫକୀରମୋହନ, ଛମାଣଆଠଗୁଣ୍ଠ।