କାରଣ କରିବା Kāraṇa karibā

  • (ପ୍ରାଚୀନ ପଦ୍ଯ) — କ୍ଷମା କରିବା; ମାର୍ଜନା କରିବା — To forgive; to excuse
  • (ପ୍ରାଚୀନ ପଦ୍ଯ) — ଦ୍ରୋହ କଲି ତୋଠାରେ କାରଣ କର ମୋତେ। ପୀତାମ୍ବର, ନୃସିଂହପୁରାଣ।
  • (ପ୍ରାଚୀନ ପଦ୍ଯ) — ମୁକ୍ତି ପ୍ରଦାନ କରିବା; ମୋକ୍ଷ କରିବା — To emancipate; to deliver