କାରଣ କାର୍ଶ୍ୟ Kāraṇa kārṡya

  • ସଂ. ବି. (ଷଷ୍ଠୀ ତତ୍ କାରଣ+ କାର୍ଶ୍ୟ) — ଉପକରଣ ବା ସାଧନର କୃଶତା — Deficiency of materials
  • ସଂ. ବି. (ଷଷ୍ଠୀ ତତ୍ କାରଣ+ କାର୍ଶ୍ୟ) — ବ୍ଯୟସଙ୍କୋଚ — Thrift
  • ସଂ. ବି. (ଷଷ୍ଠୀ ତତ୍ କାରଣ+ କାର୍ଶ୍ୟ) — କାରଣର ଦୁର୍ବଳତା — Weakness of a cause