ଅନୁରଣନ Anuraṇana

  • ସଂ. ବି. (ଅନୁ+ରଣ ଧାତୁ=ଶବ୍ଦ କରିବା+ଭାବ. ଅନ) — ଧ୍ୱନିର ପଶ୍ଚାତ୍ଧ୍ୱନି; ଧାତୁ ଦ୍ରବ୍ୟରେ ଆଘାତ କଲେ ପ୍ରଥମ ଧ୍ୱନି ପରେ ଯେଉଁ ଧ୍ୱନି ନିନାଦିତ ହୁଏ — Reverberation; continued sound after the first sound due to a metal being struck