ଅନୁରଞ୍ଜନ Anuran̄jana

  • ସଂ. ବି. (ଅନୁ+ରଞ୍ଜ ଧାତୁ+ଭାବ. ଅନ) — ପ୍ରୀତ କରିବା; ତୁଷ୍ଟ କରିବା; ପ୍ରୀତି ସମ୍ପାଦନ — The act of giving pleasure or delight to others; giving satisfaction
  • ସଂ. ବି. (ଅନୁ+ରଞ୍ଜ ଧାତୁ+ଭାବ. ଅନ) — ରଙ୍ଗ କରିବା — Colouring; a painting