ଅନୁରଞ୍ଜକ Anuran̄jaka

  • ସଂ. ବିଣ. ପୁଂ. (ଅନୁ+ରଞ୍ଜ ଧାତୁ+କର୍ତ୍ତୃ. ଅକ) — ହର୍ଷଜନକ; ଯେ ଅନୁରଞ୍ଜନ ବା ସନ୍ତୋଷ ପ୍ରଦାନ କରେ — (one) who (or which) can please or give pleasure; gratifying; pleasing