ଅନୁରଞ୍ଜିତ Anuran̄jita

  • ସଂ. ବିଣ. (ଅନୁ+ଭଞ୍ଜ ଧାତୁ ଣିଚ୍+କର୍ତ୍ତୃ ଓ କର୍ମ. ତ) — ସଂପ୍ରୀତ — Pleased
  • ସଂ. ବିଣ. (ଅନୁ+ଭଞ୍ଜ ଧାତୁ ଣିଚ୍+କର୍ତ୍ତୃ ଓ କର୍ମ. ତ) — ରଞ୍ଜିତ — Coloured; painted