ଅନୁରକ୍ତି Anurakti

  • ସଂ. ବି. (ଅନୁ+ରଞ୍ଜ ଧାତୁ+ଭାବ ତି) — ପ୍ରୀତି; ସ୍ନେହ — Affection; attachment
  • ସଂ. ବି. (ଅନୁ+ରଞ୍ଜ ଧାତୁ+ଭାବ ତି) — ସନ୍ତୋଷ — Satisfaction
  • ସଂ. ବି. (ଅନୁ+ରଞ୍ଜ ଧାତୁ+ଭାବ ତି) — ଆଦର — Fondness
  • ସଂ. ବି. (ଅନୁ+ରଞ୍ଜ ଧାତୁ+ଭାବ ତି) — ଯତ୍ନ — Care
  • ସଂ. ବି. (ଅନୁ+ରଞ୍ଜ ଧାତୁ+ଭାବ ତି) — ପ୍ରବୃତ୍ତି — Proneness
  • ସଂ. ବି. (ଅନୁ+ରଞ୍ଜ ଧାତୁ+ଭାବ ତି) — ଆନୁକୂଲ୍ୟ — Favourableness