ଅନୁଯୋଜ୍ୟ Anuj̄ojya

  • ସଂ. ବିଣ. (ଅନୁ=ପଶ୍ଚାତ+ଯୁଜ୍ ଧାତୁ+କର୍ମ. ଯ) — ପ୍ରଷ୍ଟବ୍ୟ; ପଚାରିବାର ଯୋଗ୍ୟ — Fit to be questioned