ଅନୁରକ୍ତ Anurakta

  • ସଂ. ବିଣ. ପୁଂ. (ଅନୁ+ରଞ୍ଜ ଧାତୁ+କର୍ତ୍ତୃ. ତ) — ଆସକ୍ତ; ରତ — Devoted to; attached to
  • ସଂ. ବିଣ. ପୁଂ. (ଅନୁ+ରଞ୍ଜ ଧାତୁ+କର୍ତ୍ତୃ. ତ) — ପ୍ରୀତ — Fond of
  • ସଂ. ବିଣ. ପୁଂ. (ଅନୁ+ରଞ୍ଜ ଧାତୁ+କର୍ତ୍ତୃ. ତ) — ରଞ୍ଜିତ — Coloured
  • ସଂ. ବିଣ. ପୁଂ. (ଅନୁ+ରଞ୍ଜ ଧାତୁ+କର୍ତ୍ତୃ. ତ) — ଅନୁକୂଳ — Favourable