ଅନୁରତ Anurata

  • ସଂ. ବିଣ. ପୁଂ. (ଅନୁ+ରମ ଧାତୁ+କର୍ତ୍ତୃ. ତ) — ଅନୁରାଗବିଶିଷ୍ଟ; ଅନୁରକ୍ତ; ପ୍ରୀତ — Attached to; fond of; pleased