ଅନୁବୋଧ Anubodha
- ସଂ. ବି. (ଅନୁ=ପଶ୍ଚାତ୍+ବୁଧ ଧାତୁ+ଭାବ. ଅ) — ସ୍ନାନାନ୍ତେ ଗନ୍ଧଦ୍ରବ୍ୟର ପୁନରୁବ୍ଦୀପନ — Revival of the scent of a washed or faded flower
- ସଂ. ବି. (ଅନୁ=ପଶ୍ଚାତ୍+ବୁଧ ଧାତୁ+ଭାବ. ଅ) — ପଶ୍ଚାଦ୍ଜ୍ଞାନ — Revived sensation
- ସଂ. ବି. (ଅନୁ=ପଶ୍ଚାତ୍+ବୁଧ ଧାତୁ+ଭାବ. ଅ) — ପଛବୁଦ୍ଧି — After-thought
- ସଂ. ବି. (ଅନୁ=ପଶ୍ଚାତ୍+ବୁଧ ଧାତୁ+ଭାବ. ଅ) — କୌଣସି ଚିନ୍ତାର ପୁନରୁଦ୍ଦୀପନ — Revival of an idea