ଅନୁବାଦ୍ୟ Anubādya

  • ସଂ. ବିଣ. (ଅନୁ+ବଦ ଧାତୁ+କର୍ମ. ଯ) — ଯାହା ଅନୁବାଦ କରିବାର ଯୋଗ୍ୟ ବା ଆବଶ୍ୟକ; ଅନୁବାଦନୀୟ — Fit to be translated