ଅନୁବ୍ରତେ Anubrate

  • ଗ୍ରା. ପଦ୍ୟ; କ୍ରି. ବିଣ. (ସଂ. ଅନବରତ) — ସର୍ବଦା — Always; constantly
  • ଗ୍ରା. ପଦ୍ୟ; କ୍ରି. ବିଣ. (ସଂ. ଅନବରତ) — ଅନୁବ୍ରତେ ମୂର୍ଖଟି ଯାହାର ଦୁଷ୍ଟ ପଣ / ୟାକୁ ଘେନି ଅଜ୍ଞାତ ବଞ୍ଚିବା ଅସହଣ। ସାରଳା ମହାଭାରତ, ବିରାଟ।