ଅନୁବୃତ୍ତି Anubṙutti
- ସଂ. ବି. (ଅନୁ+ବୃତ ଧାତୁ+ଭାବ. ତି) — ଆଜ୍ଞାପାଳନ — Compliance
- ସଂ. ବି. (ଅନୁ+ବୃତ ଧାତୁ+ଭାବ. ତି) — ପଶ୍ଚାଦ୍ଗମନ — Following; pursuit
- ସଂ. ବି. (ଅନୁ+ବୃତ ଧାତୁ+ଭାବ. ତି) — ଧାରାବାହିକତା; ଅବିଚ୍ଛେଦ — Continuance
- ସଂ. ବି. (ଅନୁ+ବୃତ ଧାତୁ+ଭାବ. ତି) — ସେବା — Serving another; service
- ସଂ. ବି. (ଅନୁ+ବୃତ ଧାତୁ+ଭାବ. ତି) — ପାଳନ — Conformity with
- ସଂ. ବି. (ଅନୁ+ବୃତ ଧାତୁ+ଭାବ. ତି) — ଅନୁବନ୍ଧ — Compliance
- ସଂ. ବି. (ଅନୁ+ବୃତ ଧାତୁ+ଭାବ. ତି) — ଅନୁକରଣ — Imitation
- ସଂ. ବି. (ଅନୁ+ବୃତ ଧାତୁ+ଭାବ. ତି) — (ସଂ. ବ୍ୟାକରଣ) ପୂର୍ବ ସୂତ୍ରର ଅଂଶର ପର ସୂତ୍ରରେ ପୁନରୁଲ୍ଲେଖ — (Sanskrit grammar) Repetition of a part of one rule in a subsequent rule or aphorism