ଅନୁବିଦ୍ଧ Anubiddha
- ସଂ. ବିଣ. (ଅନୁ+ବିଧ ଧାତୁ+କର୍ତ୍ତୃ. କର୍ମ ଓ ଭାବ. ତ) — ଦୃଢ଼ରୂପେ ସମ୍ବନ୍ଧ — Set; fixed
- ସଂ. ବିଣ. (ଅନୁ+ବିଧ ଧାତୁ+କର୍ତ୍ତୃ. କର୍ମ ଓ ଭାବ. ତ) — ସମ୍ପୃକ୍ତ; ସଂଯୁକ୍ତ — Connected
- ସଂ. ବିଣ. (ଅନୁ+ବିଧ ଧାତୁ+କର୍ତ୍ତୃ. କର୍ମ ଓ ଭାବ. ତ) — ଗ୍ରଥିତ; ଗୁମ୍ଫିତ — Strung together
- ସଂ. ବିଣ. (ଅନୁ+ବିଧ ଧାତୁ+କର୍ତ୍ତୃ. କର୍ମ ଓ ଭାବ. ତ) — ଖଚିତ — Worled on; set in
- ସଂ. ବିଣ. (ଅନୁ+ବିଧ ଧାତୁ+କର୍ତ୍ତୃ. କର୍ମ ଓ ଭାବ. ତ) — ବ୍ୟାପ୍ତ — Spread over
- ବି — ଗ୍ରହଣ — Receiving