ଅନୁବେଳ Anubeḻa

  • ସଂ. କ୍ରି. ବିଣ. (ଅନୁ=ପ୍ରତି+ବେଳ=ସମୟ) — ଅବିଚ୍ଛିନ୍ନ ଭାବରେ — Continuously
  • ସଂ. କ୍ରି. ବିଣ. (ଅନୁ=ପ୍ରତି+ବେଳ=ସମୟ) — ସର୍ବଦା — Always
  • ସଂ. କ୍ରି. ବିଣ. (ଅନୁ=ପ୍ରତି+ବେଳ=ସମୟ) — ପ୍ରତିମୁହୂର୍ତ୍ତରେ — Every moment
  • ସଂ. କ୍ରି. ବିଣ. (ଅନୁ=ପ୍ରତି+ବେଳ=ସମୟ) — କେବେ କେବେ — Occasionally