ଅନୁଭବ Anubhaba

  • ସଂ. ବି (ଅନୁ+ଭୂ ଧାତୁ+ଅ) — ପରୀକ୍ଷାଦ୍ୱାରା ଅର୍ଜିତ ଜ୍ଞାନ — Experimental knowledge
  • ସଂ. ବି (ଅନୁ+ଭୂ ଧାତୁ+ଅ) — ଉପଲବ୍ଧି — Realisation
  • ସଂ. ବି (ଅନୁ+ଭୂ ଧାତୁ+ଅ) — ଜ୍ଞାନ; ବୋଧ — Perception; feeling
  • ସଂ. ବି (ଅନୁ+ଭୂ ଧାତୁ+ଅ) — ଅଙ୍ଗେ ନିଭାଇବାଦ୍ୱାରା ଜନ୍ମିବା ଜ୍ଞାନ — Experience
  • ସଂ. ବି (ଅନୁ+ଭୂ ଧାତୁ+ଅ) — (ବିଜ୍ଞାନପରିଭାଷା) କୌଣସି ବୈଜ୍ଞାନିକ ପରୀକ୍ଷାବିଷୟକ ପ୍ରତିଜ୍ଞା — (science) Hypothesis
  • ଦେ. ବି — ଦୁଃଖଭୋଗ — Suffering; hardship