ଅନୁଭବ କରିବା Anubhaba karibā

  • ଦେ. କ୍ରି — ଉପଲବ୍ଧିକରିବା — To perceive; to realise
  • ଦେ. କ୍ରି — ଅଙ୍ଗେ ନିଭାଇବା — To experience
  • ଦେ. କ୍ରି — ବୋଧ କରିବା — To feel
  • ଦେ. କ୍ରି — ଦୁଃଖ ଭୋଗ କରିବା — To suffer
  • ଦେ. କ୍ରି — (ପ୍ରଚୀନ ପଦ୍ୟ) ଉପଭୋଗ କରିବା — To enjoy
  • ଦେ. କ୍ରି — ଯାହାକୁ ହରି ଅନୁଭବ କରୁଛି କେତେ ସୁକୃତ ସେ ନାରୀ। ପ୍ରାଚୀ—ରସବାରିଧି।