ଅନୁବୃତ୍ତ Anubṛutta

  • ସଂ. ବିଣ. (ଅନୁ+ବୃତ ଧାତୁ+କର୍ତ୍ତୃ. ତ) — ପ୍ରବିଷ୍ଟ — Entered
  • ସଂ. ବିଣ. (ଅନୁ+ବୃତ ଧାତୁ+କର୍ତ୍ତୃ. ତ) — ବ୍ୟାପ୍ତ — Diffused
  • ସଂ. ବିଣ. (ଅନୁ+ବୃତ ଧାତୁ+କର୍ତ୍ତୃ. ତ) — ପାଳିତ — Conformed to