ଅଗ୍ରଭୂ Agrabhū

  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ଅଗ୍ର+ଭୂ ଧାତୁ+କର୍ତ୍ତୃ. କ୍ୱିପ୍) — ଅଗ୍ରଜ (ଦେଖ) — Agraja (See)
  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ଅଗ୍ର+ଭୂ ଧାତୁ+କର୍ତ୍ତୃ. କ୍ୱିପ୍) — ଅଗ୍ରବର୍ତ୍ତୀ (ଦେଖ) — Agrabarttī (See)
  • ସଂ. ବି. ପୁଂ — ଜ୍ୟେଷ୍ଠ ଭ୍ରାତା — Elder brother
  • ସଂ. ବି. ପୁଂ — ବ୍ରାହ୍ମଣ — A Brāhmaṇa