ଅଗ୍ରଯାୟୀ Agraj̄āyī

  • ସଂ. ବିଣ. ପୁଂ. (ଅଗ୍ର+ଯା ଧାତୁ+ଇନ୍; 1 ମା. 1 ବ.) — ଅଗ୍ରଗାମୀ (ଦେଖ) — Agragāmī (See)
  • ସଂ. ବିଣ. ପୁଂ. (ଅଗ୍ର+ଯା ଧାତୁ+ଇନ୍; 1 ମା. 1 ବ.) — ସୈନ୍ୟ ସଦା ଅଗ୍ରଯାୟୀ—ରାଧାନାଥ, ମହାଯାତ୍ରା।