ଅଗ୍ରଭୂମି Agrabhūmi

  • ସଂ. ବି. (କର୍ମଧା) — କୋଠାର ଛାତ — Roof of a building
  • ସଂ. ବି. (କର୍ମଧା) — ଉପର ମାହାଲା — Top floor; first floor
  • ସଂ. ବି. (କର୍ମଧା) — ପ୍ରଧାନ ସ୍ଥାନ — Chief place
  • ସଂ. ବି. (କର୍ମଧା) — ପ୍ରଧାନ ଆଶ୍ରୟ — 5. Chief shelter
  • ସଂ. ବି. (କର୍ମଧା) — ଉଦ୍ଦିଷ୍ଟ ସ୍ଥାନ — Goal