ଅଗ୍ରମାଂସ Agramāṁsa

  • ସଂ. ବି. — ବକ୍ଷସ୍ଥଳମଧ୍ୟସ୍ଥ ଗୋଲାକାର ମାଂସଖଣ୍ଡ; କଲିଜା; ଫୁଲୁବୁକୁ; ଯକୃତ୍ — The liver
  • ସଂ. ବି. — ମେଦୋବୃଦ୍ଧି ରୋଗ — Plethora
  • ସଂ. ବି. — ଯକୃତ୍ବୃଦ୍ଧି ରୋଗ — A morbid protuberance of the liver