ଅଗ୍ରଲେଖା Agralekhā
- ସଂ. ବି. (ଆଧୁନିକ ପ୍ରୟୋଗ କର୍ମଧା) — ପୁସ୍ତକର ଆରମ୍ଭରେ ପ୍ରକାଶିତ ଲେଖା; ଭୂମିକା — Preface; foreword; introduction to a book
- ସଂ. ବି. (ଆଧୁନିକ ପ୍ରୟୋଗ କର୍ମଧା) — ସମ୍ବାଦପତ୍ରରେ ପ୍ରଥମେ ଲେଖାଯିବା ସମ୍ପାଦକୀୟ ପ୍ରବନ୍ଧ — The editorial in a newspaper; a leader