ଅଗ୍ରଭୋଜନ Agrabhojana
- ସଂ. ବି — ପରିବାରର ଅନ୍ୟ ବ୍ୟକ୍ତିମାନଙ୍କ ଓ ଅତିଥି- ମାନଙ୍କ ଭୋଜନ ପୂର୍ବରୁ ଭୋଜନ — The taking of meal by a person before others are fed
- ସଂ. ବି — [ଦ୍ର—ନବବିବାହିତା ସ୍ତ୍ରୀ, କୁମାରୀ, ରୋଗୀ, ଗର୍ଭବତୀ ଏମାନେ ଗୃହକୁ ଆସିଲେ ଅତିଥିଙ୍କ ଆଗରୁ ଏମାନଙ୍କୁ ଖାଇବାକୁ ଦେବ। ଦେବତା, ଋଷି, ବିପ୍ର, ଅତିଥି, ଜ୍ଞାତି ଓ ଭୃତ୍ୟମାନେ ଗୃହସ୍ଥ ଖାଇବା ପୂର୍ବରୁ ଭୋଜନ କରିବେ। ରାମଶଙ୍କର; ମନୁ 3।114।117 ] — [ଦ୍ର—ନବବିବାହିତା ସ୍ତ୍ରୀ, କୁମାରୀ, ରୋଗୀ, ଗର୍ଭବତୀ ଏମାନେ ଗୃହକୁ ଆସିଲେ ଅତିଥିଙ୍କ ଆଗରୁ ଏମାନଙ୍କୁ ଖାଇବାକୁ ଦେବ ଦେବତା, ଋଷି, ବିପ୍ର, ଅତିଥି, ଜ୍ଞାତି ଓ ଭୃତ୍ୟମାନେ ଗୃହସ୍ଥ ଖାଇବା ପୂର୍ବରୁ ଭୋଜନ କରିବେ ରାମଶଙ୍କର; ମନୁ3114117]
- ସଂ. ବି — ଜାତିଭାଇମାନେ ପଂକ୍ତିଭୋଜନ କରିବା ପୂର୍ବରୁ ବିଶିଷ୍ଟ ବ୍ୟକ୍ତିଙ୍କର ଭୋଜନ — The taking of meal by a distinguished person before other caste-men sit at meal