ଅଗ୍ରମହିଷୀ Agramahishī

  • ସଂ. ବି. ସ୍ତ୍ରୀ. (କର୍ମଧା) — ପଟୁମହିଷୀ; ପାଟରାଣୀ; ରାଜାଙ୍କର ପ୍ରଥମ ବିବାହିତା ରାଣୀ — The eldest Rāṇī