ଅଗ୍ରବୀଜ Agrabīja
- ସଂ. ବିଣ. (ବହୁବ୍ରୀହି; ଅଗ୍ର=ଶାଖା ଅଟେ ବୀଜ ଯାହାର) — ଯେଉଁ ଗଛର ଡାଳ ପୋତିଲେ ବଞ୍ଚି ଯାଏ — (plant) Propagated by cutting
- ସଂ. ବିଣ. (ବହୁବ୍ରୀହି; ଅଗ୍ର=ଶାଖା ଅଟେ ବୀଜ ଯାହାର) — କଲମୀ (ଗଛ) — Propagated by grafts
- ସଂ. ବି — କଲମୀ ଗଛ — Graft; viviparous plant