ଅଗ୍ରଭୁକ୍ Agrabhuk
- ସଂ. ବିଣ. ପୁଂ. ଓ ସ୍ତ୍ରୀ. (ଅଗ୍ର+ଭୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍; ଅଗ୍ରଭୁଜ୍ ଶବ୍ଦ 1 ମା. 1 ବ.) — ଯାହାଙ୍କୁ ସର୍ବ ପ୍ରଥମେ ଭୋଜନ ଦିଆଯାଏ — Having precedence in eating
- ସଂ. ବିଣ. ପୁଂ. ଓ ସ୍ତ୍ରୀ. (ଅଗ୍ର+ଭୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍; ଅଗ୍ରଭୁଜ୍ ଶବ୍ଦ 1 ମା. 1 ବ.) — [ଦ୍ର—ଗୁଡ଼ିଆମାନଙ୍କ ସାମାଜିକ ଉତ୍ସବରେ ତାଙ୍କ ଜାତିର ଜଣେ ବିଶିଷ୍ଟ ବ୍ୟକ୍ତି (ଗୋସେଇଁ) ଅନ୍ୟ ଜାତିଭାଇମାନଙ୍କ ପଂକ୍ତି ଭୋଜନ ପୂର୍ବରୁ ଭୋଜନ କରିବାର ପ୍ରଥା ଅଛି।]
- ସଂ. ବି — ସୂର୍ଯ୍ୟ — The sun (M.W.)