ଅଗ୍ରଭକ୍ଷ Agrabhaksha

  • ଦେ. ବି. (ସଂ. ଅଗ୍ର ଓ ଭକ୍ଷ ଧାତୁ) — ପ୍ରାୟଶ୍ଚିତ୍ତାଦି କର୍ମ ଶେଷ ହେଲେ ପ୍ରାୟଶ୍ଚିତ୍ତକାରୀ ବ୍ୟକ୍ତିର ଗୃହରେ ବ୍ରାହ୍ମଣମାନେ ଭୋଜନ କରିବା ପୂର୍ବରୁ ଯେଉଁ ବ୍ରାହ୍ମଣ ଜଣକ ପ୍ରଥମେ ଭୋଜନ କରନ୍ତି — A Brāhmaṇa who is fed before the others are fed on the occasion of an expiation rite
  • ଦେ. ବି. (ସଂ. ଅଗ୍ର ଓ ଭକ୍ଷ ଧାତୁ) — 2 ଅଗ୍ରଭୁକ୍ (ଦେଖ) — 2ଅଗ୍ରଭୁକ୍ (ଦେଖ)2. Agrabhuk (See)