ଅଗ୍ରପୂଜ୍ୟ Agrapūjya

  • ସଂ. ବିଣ. ପୁଂ. (ଅଗ୍ର+ପୂଜ୍ୟ) — ଯାହାଙ୍କୁ ପ୍ରଥମେ ପୂଜା କରିବା ଉଚିତ — Fit to be adored first
  • ସଂ. ବିଣ. ପୁଂ. (ଅଗ୍ର+ପୂଜ୍ୟ) — ସବୁହୁଁ ଅଗ୍ରପୂଜ୍ୟ ଯହିଁ / ସେ ଘେନି ସର୍ବାରାଧ୍ୟ କହି। ପ୍ରାଚୀ—ପୂର୍ଣ୍ଣତମ ଚନ୍ଦ୍ରୋଦୟ।