ଅଗ୍ରଦୂତ Agradūta

  • ସଂ. ବି. (ଆଧୁନିକ ପ୍ରୟୋଗ) — କୌଣସି କର୍ମରେ ବା ଆନ୍ଦୋଳନରେ ଅଗ୍ରଗାମୀ ବ୍ୟକ୍ତି — A pioneer in an undertaking
  • ସଂ. ବି. (ଆଧୁନିକ ପ୍ରୟୋଗ) — ରାଜା ଆଦି ଆସି ପହଞ୍ଚିବା ପୂର୍ବରୁ ପ୍ରେରିତ ଦୂତ — A messenger who is sent ahead of a great personage