ଅଗ୍ରଦାନୀ Agradānī

  • ସଂ. ବି. ପୁଂ. (ଅଗ୍ର+ଦାନିନ୍ 1 ମା. 1 ବ) — ପତିତ ବ୍ରାହ୍ମଣ; ଯେଉଁ ବ୍ରାହ୍ମଣ ପ୍ରେତୋଦ୍ଦିଷ୍ଟ ଦାନ ଗ୍ରହଣ କରନ୍ତି — A fallen Brāhmaṇa who receives things previously offered to the dead