ଅଗ୍ରଦ୍ୱୀପ Agradwīpa

  • ସଂ. ବି. (ଆଧୁନିକ); (କର୍ମଧା. ଅଗ୍ର=ପ୍ରଥମ ଉତ୍ପନ୍ନ+ଦ୍ୱୀପ) — ଗଙ୍ଗା ମୁହାଣରେ ପ୍ରଥମେ ପଟୁ ପଡ଼ି ଗଠିତ ହୋଇଥିବା ଦ୍ୱୀପ — The first island formed by silt at the mouth of the Ganges