ଅଗ୍ରପାଣି Agrapāṇi

  • ସଂ. ବି. (ପୂର୍ବନିପାତ, 6 ଷ୍ଠୀ ତତ୍) — ହାତର ଆଗପାଖ — The forepart of the hand
  • ସଂ. ବି. (ପୂର୍ବନିପାତ, 6 ଷ୍ଠୀ ତତ୍) — (କର୍ମଧା)—ଡାହାଣ ହାତ — The right hand