ଅଗ୍ରପର୍ଣ୍ଣୀ Agraparṇṇī

  • ସଂ. ବି. (ବହୁବ୍ରୀହି; ଅଗ୍ର+ପର୍ଣ୍ଣ+ଈ; ଯାହାର ଅଗ୍ର ଭାଗରେ ପର୍ଣ୍ଣ ବା ପତ୍ର ଥାଏ) — ଅଜଲୋମା (ଦେଖ) — Ajalomā (See)
  • ସଂ. ବି. (ବହୁବ୍ରୀହି; ଅଗ୍ର+ପର୍ଣ୍ଣ+ଈ; ଯାହାର ଅଗ୍ର ଭାଗରେ ପର୍ଣ୍ଣ ବା ପତ୍ର ଥାଏ) — ବାଇଢଙ୍କ (ଦେଖ) — Bāidhaṅka (See)