ଅଗ୍ରଣୀ Agraṇī

  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ଅଗ୍ର+ନୀ ଧାତୁ+କ୍ୱିପ୍; ଯେ ଆଗରେ ବାଟ କଢ଼ାଏ) — ଆଗୁଆ — Leading; foremost
  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ଅଗ୍ର+ନୀ ଧାତୁ+କ୍ୱିପ୍; ଯେ ଆଗରେ ବାଟ କଢ଼ାଏ) — ସର୍ବୋତ୍ତମ — Best of all
  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ଅଗ୍ର+ନୀ ଧାତୁ+କ୍ୱିପ୍; ଯେ ଆଗରେ ବାଟ କଢ଼ାଏ) — ପ୍ରଥମ — First
  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ଅଗ୍ର+ନୀ ଧାତୁ+କ୍ୱିପ୍; ଯେ ଆଗରେ ବାଟ କଢ଼ାଏ) — ଶ୍ରେଷ୍ଠ; ପ୍ରଧାନ — Chief
  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ଅଗ୍ର+ନୀ ଧାତୁ+କ୍ୱିପ୍; ଯେ ଆଗରେ ବାଟ କଢ଼ାଏ) — ସର୍ବାପେକ୍ଷା ଦକ୍ଷ ବା ଚତୁର — Most skilful of all
  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ଅଗ୍ର+ନୀ ଧାତୁ+କ୍ୱିପ୍; ଯେ ଆଗରେ ବାଟ କଢ଼ାଏ) — ଭୀମ ତ ସବୁ ଧନୁର୍ଦ୍ଧରଙ୍କ ଅଗ୍ରଣୀ। ଶଏ କାଣ୍ଡ ବିନ୍ଧିଲେ ଶଲ୍ୟ ଧନୁ ଟାଣି। କୃଷ୍ଣସିଂହ, ମହାଭାରତ, ଶଲ୍ୟପର୍ବ।
  • ସଂ. ବି — ଅଧ୍ୟକ୍ଷ — The head
  • ସଂ. ବି — ସେନାପତି — Commander; captain
  • ସଂ. ବି — ନେତା; ନାୟକ — Leader
  • ସଂ. ବି — ଦଳର ଅଧିପତି — The head of a body
  • ସଂ. ବି — ଅଗ୍ନି — Fire
  • ସଂ. ବି — ବିଷ୍ଣୁସହସ୍ରନାମୋକ୍ତ ବିଷ୍ଣୁଙ୍କର ଗୋଟିଏ ନାମ — One of the names of Bishṇu