ଅଗ୍ରଜଙ୍ଘା Agrajaṅghā

  • ସଂ. ବି. (ପୂର୍ବ ନିପାତ; 6 ଷ୍ଠୀ ତତ୍; ଜଙ୍ଘା +ଅଗ୍ର) — ଜଙ୍ଘର ସାମନା ବା ଉପରିଭାଗ — The front or upper portion of the thigh
  • ସଂ. ବି. (ପୂର୍ବ ନିପାତ; 6 ଷ୍ଠୀ ତତ୍; ଜଙ୍ଘା +ଅଗ୍ର) — ଜଙ୍ଘ ହାଡ଼ — The shin bone